Jump to content

ବିଗଳ କରିବା

ଉଇକିଅଭିଧାନ‌ରୁ

ବିଗଳ କରିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରାଚୀନ ପଦ୍ୟ) କ୍ରି—(ସଂସ୍କୃତ - ବିଗଳିତ)

[ସମ୍ପାଦନା]

ଖସାଇ ଦେବା; ମୁକ୍ତ କରିବା —To set free; to loosen.

[ଉ.—ବିଗଳ ବସନ ହରଷ ଚାଟୁ ବଚନ, ଜଘନେ ଜଘନ ଚାରୁ ଘଟଣ କର ପ୍ରାଚୀ. ରସବାରିଧି]