Jump to content

ବିଗାଡ଼ୁ

ଉଇକିଅଭିଧାନ‌ରୁ

ବିଗାଡ଼ୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଯେ ବିଗାଡ଼େ ବା ନଷ୍ଟ କରେ —୧. One who spoils.

[ଯଥା—ଫଉଜ ବିଗାଡ଼ୁ]

୨. ଯେ ଗୋଳମାଳ ଉପସ୍ଥିତ କରେ — ୨. Creating confusion.
୩. ଯେ କଥା କଥାକେ କଳି କରେ; ଚିଡ଼ଇ —୩. Quarrelsome; surly.
୪. ଜିଦିଖୋର୍ —୪. Obstinate; insistent.