Jump to content

ବିଗାଢ଼

ଉଇକିଅଭିଧାନ‌ରୁ

ବିଗାଢ଼

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବି+ଗାହ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ସ୍ନାତ — ୧. Bathed.
୨. ମଗ୍ନ —୨. Immersed.
୩. ବିଲୋଡ଼ିତ —୩. Churned; agitated.
୪. . (ବି+ଗାଢ) ବିଶେଷ ଗାଢ —୪. Very think.