Jump to content

ବିଗାହମାନ

ଉଇକିଅଭିଧାନ‌ରୁ

ବିଗାହମାନ

ଉଚ୍ଚାରଣ

[ସମ୍ପାଦନା]

(ବିଗାହ୍ୟମାନ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - ପୂଂ. (ବି+ଗାହ୍ ଧାତୁ+କର୍ତ୍ତୃ. ଆନ)

[ସମ୍ପାଦନା]
୧. ଯେ ଗାଧୋଉଛି —୧. Bathing.
୨. ଯେ ବିଲୋଡ଼ନ କରୁଅଛି — ୨. Churning; agitating.