Jump to content

ବିଗୁଣ

ଉଇକିଅଭିଧାନ‌ରୁ

ବିଗୁଣ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - (ବିହୁବ୍ରୀହି; ବି=ବିଗତ, ନାହିଁ+ଗୁଣ ଯାହାର)

[ସମ୍ପାଦନା]
୧. ଗୁଣହୀନ —୧. Destitute of good qualities.
୨. ବିକୃତ; ନଷ୍ଟ —୨. Spoiled.
୩. ବିପରୀତ; ପ୍ରତିକୂଳ —୩. Opposite.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଅବିଗୁଣ; ଅନିଷ୍ଟ —୧. Ingury.
୨. ମନ୍ଦଗୁଣ; ଦୁର୍ଗୁଣ — ୨. Bad quality.
୩. ଅଭିମାନ —୩. Taking offence.

(ଉ :— ବିଗୁଣ ନ ଘେନିବି ଦେବୁ ଲେଖି—ଭଞ୍ଜ. ବୈଦେହୀଶବିଳାସ)

୪. ଦୁଃଖ — ୪. Sorrow.

(ଉ :—ସନ୍ତୋଷ କର ଆହେ ନୃପକୁଳ ରାଣ ନ ରଖ ଜ୍ଞାତି ନାଶେ ଚିତ୍ତରେ ବିଗୁଣ—କୃଷ୍ଣସିଂହ. ମହାଭାରତ ଅନୁଶାସନ) ===

୫. ଈର୍ଷା —୫. Envy; jealousy.

(ଉ :— ଲକ୍ଷ୍ମୀକୁ ନ ଲଭି ଅସୁରେ ବିଗୁଣ ବହିଲେ ଅନ୍ତରେ—ଜଗନ୍ନାଥ. ଭାଗବତ)