ବିଗୁଣିଆ
(ବିଗୁଣେଇ—ସ୍ତ୍ରୀ)
ଯେ ସାମାନ୍ୟ ବିଷୟରେ ବିରକ୍ତ ହୁଏ; ଅତିରିକ୍ତରୂପେ ଅଭିମାନୀ —Irascible; prone to take offence at petty things; thin-skinned.