Jump to content

ବିଗୋନିୟା

ଉଇକିଅଭିଧାନ‌ରୁ

ବିଗୋନିୟା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂ; ଲାଟୀନ୍ ବେଗୋନୀଆ)

[ସମ୍ପାଦନା]

ଦୀର୍ଘାୟୁଃ ଶାକଗୁଳ୍ମବିଶେଷ — Behgonia; a foreign shurb; Elephent's eye. [ ଦ୍ର—ଏ ବିଦେଶାଗତ ଗୁଳ୍ମ ନାନାଜାତୀୟ ଅଟେ ଓ ଶୋଭାର୍ଥ ଆଧୁନିକ ଉଦ୍ୟାନ ମାନଙ୍କରେ ରୋପିତ ହୁଏ ଆସାମ ଓ ଚଟ୍ଟଗ୍ରାମ ଅଞ୍ଚଳରେ ଏହା ବନା ହୋଇ ଯାଇଅଛି ଏହା ଛାଇରେ ଜନ୍ମେ ଏଥିର ପତ୍ର ହାତୀ କାନ ବା କୁଲାପରି ]