Jump to content

ବିଗ୍ନ

ଉଇକିଅଭିଧାନ‌ରୁ

ବିଗ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବିଗ୍ ଧାତୁ= ଭୀତ ହେବା+କର୍ତ୍ତୃ. ତ)

[ସମ୍ପାଦନା]
୧. ସନ୍ତ୍ରସ୍ତ; ଭୀତ —୧. A larmed; terrified.
୨. ଚିନ୍ତିତ — ୨. Anxious; agitated.
୩. ଦୁଃଖିତ — ୩. Dejected.