Jump to content

ବିଗ୍ରହ

ଉଇକିଅଭିଧାନ‌ରୁ

ବିଗ୍ରହ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବି+ଗ୍ରହ ଧାତୁ+କର୍ମ. ଅ)

[ସମ୍ପାଦନା]
୧. ବପୁ; ଦେହ; ଶରୀର —୧. Boby.
୨. ମୂର୍ତ୍ତି; ଆକୃତି — ୨. Image; form; shape.
୩. ଦେବମୂର୍ତ୍ତି — ୩. Idol; image of a Deity.
୪. (+ଭାବ. ଅ; ବ୍ୟାକରଣ) ସମାସର ବାକ୍ୟ ବିଶ୍ଳେଷଣ (ଯାହାଦ୍ୱରା ସମାସବଦ୍ଧ ପଦର ପ୍ରଗକୃତି ଅର୍ଥ ଗୃହୀତ ହୁଏ) — ୪. (Grammer) The separating or analysis of a compound word into its component parts.
୫. (+କରଣ. ଅ) ସଂଗ୍ରାମ; ଯୁଦ୍ଧ — ୫. Fight; war.
୬. ବିବାଦ —୬. Dispute; quarrel; dissension.
୭. (+ଭାବ. ଅ) ବିସ୍ତାର —୭. Extension; expansion.
୮. (+କର୍ମ.ଅ) ଅଂଶ; ବିଭାଗ —୮. Portion; share.

[ ଦ୍ର—ଏହି ଶବ୍ଦ ଅନ୍ୟ ଶବ୍ଦ ପରେ ଲାଗେ; ଯଥା— ପାଷାଣ ବିଗ୍ରହ, ମଣି ବିଗ୍ରହ, ଦାରୁ ବିଗ୍ରହ, ଧାତୁ ବିଗ୍ରହ ଓ ସନ୍ଧି ବିଗ୍ରହ ଇତ୍ୟାଦି ]

୯. (+ଭାବ. ଅ) ପୃଥକ୍ କରଣ (ହିନ୍ଦୀ - ଶ.) —୯. Separating,
୧. ନୀତି— ଶାସ୍ତ୍ର କଥିତ କର୍ମବିଶେଷ; ଶତ୍ରୁପକ୍ଷ ମଧ୍ୟରେ ବିବାଦ ବା କଳଗହ ଉତ୍ପାଦନ (ହିନ୍ଦୀ - ଶ.) —୧୦. Creating dissension in thwe enmy's camp.
୧୧. (+କର୍ତ୍ତୃ. ଅ) ଶିବ (ହିନ୍ଦୀ - ଶ) —୧୧. Ṣiba.
୧୨. ସ୍ପନ୍ଦଙ୍କ ଅନୁଚରଣବିଶେଷ (ହିନ୍ଦୀ - ଶ.) —୧୨. Name of an attendant of Kārttikeya.