Jump to content

ବିଗ୍ରହୀ

ଉଇକିଅଭିଧାନ‌ରୁ

ବିଗ୍ରହୀ

ଉଚ୍ଚାରଣ

[ସମ୍ପାଦନା]
(ବିଗ୍ରହିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ(ବିଗ୍ରହ+ଇନ୍; ୧ମା. ୧ବ)

[ସମ୍ପାଦନା]
୧. ଯୁଦ୍ଧକାରୀ — ୧. Fighting.
୨. କଳହକାରୀ —୨. Quarrelling.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଯୁଦ୍ଧବିଭାଗର ମନ୍ତ୍ରୀ — War minister