Jump to content

ବିଘଂସିବା

ଉଇକିଅଭିଧାନ‌ରୁ

ବିଘଂସିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - (ପ୍ରାଚିନ ପଦ୍ୟ)କ୍ରିୟାପଦ -

[ସମ୍ପାଦନା]

ବିକଶିତ ହେବା — To be fullblown; to expand.

(ଉ—କମଳୀନୀ ବିଘଂସିଲେ ଅବନୀ ଉଲ୍ଲସି—ପ୍ରାଚୀ ରହସ୍ୟମଞ୍ଚରି)