ବିଘଟିତ
=== ସଂସ୍କୃତ - ବିଶେଷଣ - (ବି+ଘଟ ଧାତୁ ଣିଜନ୍ତି ଘଟି ଧାତୁ+କର୍ମ. ତ)
ବୃଥା; ମିଥ୍ୟା —False.
[ ଉ :—ସ୍ନରୋଦୟ ବାକ୍ୟ ଏହୁ ନୁହେ ବିଘଟିତ ପ୍ରାଚୀ. ଶିବ ସ୍ନରୋଦୟ]