ବିଘଟିବା
ବିଶେଷରେ ଘଟିବା —To happen particularly or excellently.
[ ଉ—ବିକାଶ ହାସ ଦଶନେ, ବିଘଟେ ନଖ ପ୍ରସନ୍ନେ ଭଞ୍ଜ. ବୈଦେହୀଶ ବିଳାସ]