ବିଘଟ୍ଟିତ
ଦେଖଣା
ବିଘଟ୍ଟିତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଣ—(ବି+ଘଟ୍ଟ୍ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ଘଣ୍ଟା ହୋଇଥିବା, ବିଲୋଡିତ; ମଥିତ —୧. Churned; shaken; thoroughly agitated.
- ୨. ବିଶ୍ଳେଷିତ; ବିଭକ୍ତ —୨. Analysed; broken up.
- ୩. ସଞ୍ଚାଳିତ — ୩. Moved.
- ୪. କୃତ —୪. Caused; done.
- ୫. ରଗଡ଼ା ହୋଇଥିବା —୫. Ground.
- ୬. ବଟା ହୋଇଥିବା —୬. Bruised.
- ୭. ବିନାଶିତ (ହିନ୍ଦୀ - ଶ.) — ୭. Destroyed.