Jump to content

ବିଘସ

ଉଇକିଅଭିଧାନ‌ରୁ

ବିଘସ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ଅଦ୍ ଧାତୁ=ଭୋଜନ କରିବା+ ଭାବ. ଅ; ଅଦ ସ୍ଥାନରେ ଘସ ଆଦେଶ)

[ସମ୍ପାଦନା]
୧. ଭୋଜନ — ୧. Eating; taking meal.
୨. ଭୋଜନାବିଶିଷ୍ଟ; ଉଚ୍ଚିଷ୍ଟ; ଅଇଁଠା —୨. Leavings of a dinner; remnnt of food; orts.
୩. (ମହୁମାଛିର ଉଚ୍ଚିଷ୍ଟ) ମହଣ —୩. Wax.
୪. ଦେବତା, ପିତୃ ଓ ଅତିଥି— ମାନଙ୍କୁ ଦିଆଯିବା ପରେ ବଳିପଡିବା ଖାଦ୍ୟ —୪. Food laft after it is offered to guest, Deities and deceased ancestores.