Jump to content

ବିଘସାଣୀ

ଉଇକିଅଭିଧାନ‌ରୁ

ବିଘସାଣୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିମ. ପୁଂ.—(ବିଘସ+ଅଶ୍ ଧାତୁ=ଭକ୍ଷଣ କରିବା+ କର୍ତ୍ତୃ. ଇନ୍)

[ସମ୍ପାଦନା]

ଯେଉଁମାନେ ପ୍ରଭାତରେ ଓ ସନ୍ଧ୍ୟାରେ ପିତୃଲୋକ, ଅତିଥି ଓ ଦେବତାମାନଙ୍କୁ ଅନ୍ନ ପ୍ରଦାନ କରି ସ୍ୱୟଂ ଅବଶିଷ୍ଟ ଅନ୍ନ ଭୋଜନ କରନ୍ତି —Partaking of food after feeding the guests and offering to Deities and to the deceased ancestors.


[ଉ—ସାୟଂ ପ୍ରାତଃକାଳେ ଅନ୍ନର ବିଭାଗ, କରି ଯେ ଲୋକମାନେ କରୁଛନ୍ତି ଭୋଗ, ସେହିମାନଙ୍କୁ ବିଘସାଶୀ ବୋଲି କହି, ଆହେ ଦ୍ୱି ଜମାନେ ଏଥି ସନ୍ଦେହ ନାହିଁ— କୃଷ୍ଣସିଂହ. ମହାଭାରତ ଶାନ୍ତିପର୍ବ]