ବିଘା
ଦେଖଣା
ବିଘା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ - (ସଂସ୍କୃତ - ବର୍ଗ; ବିଗ୍ରହ)
[ସମ୍ପାଦନା]- ୧. ଭୂମିର ପରିମାଣବିଶେଷ, ୮ ହାତ ଲମ୍ୱ ଓ ୮ ହାତ ଚଉଡା ପରିମିତ ଭୂମି —୬୪୦୦ squre cubits of land.
[ ଦ୍ର—ଏକ ଏକର୍=ପ୍ରାୟ ୩ ବିଘା ୧ବିଘା=୨ କାଠା]
- ୨. (ସିଂହଭୂମି) ବି=୧ ହାତ ଲମ୍ୱ ଓ ୧ ହାତ ଚଉଡା ପରିମିତ ଭୂମି —୨,୧୦୦୦୦ square cubits of land.
[ ଦ୍ର—ଏହି ବିଘାର ପରିମାଣ=୧/୨: ଏକର୍; ଏକ ଏକର୍= ୧ବିଘା ୧୯: କାଠା]