Jump to content

ବିଘାତକ

ଉଇକିଅଭିଧାନ‌ରୁ

ବିଘାତକ

ଉଚ୍ଚାରଣ

[ସମ୍ପାଦନା]

(ବିଘାତୀ—ଅନ୍ୟରୂପ)

ବିଘାତିକା, ବିଘାତିନୀସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୂଂ (ବି+ହନ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]
୧. ବାଧାପ୍ରଦ; ବ୍ୟାଘାତକାରୀ —୧. Hindering; obstructing; marring.
୨. ବିନାଶକ —୨. Destructive.
୩. ଆଘାତକାରୀ —୩. Striking.
୪. ଘାତକ —୪. Killing.

[ ଉ—ବିଘାତୀ ଦୈତ୍ୟ ରାଶୀରେ ହୋଇଥିଲେ ଶଉଳି ପ୍ରମୁଖ ଗ୍ରହେ ଭଞ୍ଜ. ବୈଦେହୀଶବିଳାସ]