Jump to content

ବିଘାତନ

ଉଇକିଅଭିଧାନ‌ରୁ

ବିଘାତନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ହନ୍ ଧାତୁ+ଅନ)

[ସମ୍ପାଦନା]
୧. ହତ୍ୟାକରଣ — ୧. Murdering; slaughtering.
୨. ଆଘାତ କରଣ —୨. Striking.
୩. ହତ୍ୟା —୩. Slaughter.

[ ଉ—ବହିଅଛି ବିଘାତନ ସ୍ଥାନରେ କୀଲାଳୀ ଭଞ୍ଜ. ବୈଦେହୀଶବିଳାସ ]