ବିଘାତିବା
ଆଘାତ କରିବା; କଚାଡ଼ବା —To strike; to dash down.
[ଉ—ବଳବାନ, ବିଘାତ ବେନି ସାନୁମାନ ଭଞ୍ଜ. ବୈଦେହୀଶବିଳାସ ]