Jump to content

ବିଘୂର୍ଣ୍ଣନ

ଉଇକିଅଭିଧାନ‌ରୁ

ବିଘୂର୍ଣ୍ଣନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଘୂର୍ଣ୍ଣନ)

[ସମ୍ପାଦନା]

ଚାରିଆଡେ ଘୁରାଇବା — Whirling.

(ବିଘୂର୍ଣ୍ଣିତ—ବିଣ; ବିଘୂର୍ଣ୍ଣକ—ବ୍ୟକ୍ତିବାଚକ ବିଶେଷଣ)