Jump to content

ବିଘ୍ନ

ଉଇକିଅଭିଧାନ‌ରୁ

ବିଘ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି (ବି=ବିବଧି ପ୍ରକାରେ+ହନ୍ ଧାତୁ+କରଣ. ଅ; ଯାହାଦ୍ୱାରା କାର୍ଯ୍ୟସିଦ୍ଧିର ନାଶହୁଏ)

[ସମ୍ପାଦନା]
୧. ବାଧା; ପ୍ରତିବନ୍ଧକ — ୧. Obstacle; obstruction; hindrance.
୨. ବ୍ୟାଘାତ —୨. Interruption impediment.
୩. ପକଫଳା (ହ. ଶ.) କରନା କୋଳି (ଦେଖ) - — ୩. A kind of acid berry.