Jump to content

ବିଘ୍ନ ଧ୍ୱଂସକ

ଉଇକିଅଭିଧାନ‌ରୁ

ବିଘ୍ନ ଧ୍ୱଂସକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁ.

[ସମ୍ପାଦନା]

ଯେ ବିଘ୍ନକୁ ଲୋପ କରେ — ୧. Removing obstacles.

ବିଘ୍ନଧ୍ୱଂସୀ, ବିଘ୍ନ ନାଶକ, ବିଘ୍ନ ନାଶନ, ବିଘ୍ନନାଶୀ, ବିଘ୍ନ ବିଧ୍ୱଂସୀ, ବିଘ୍ନ ବିନାଶନ, ବିଘ୍ନବିନାଶୀ, ବିଘ୍ନ ହର, ବିଘ୍ନହନ୍ତା, ବିଘ୍ନହାରୀଅନ୍ୟରୂପ

(ବିଘ୍ନଧ୍ୱଂସିକା—ସ୍ତ୍ରୀ) 

ବିଶେଷ୍ୟ -

[ସମ୍ପାଦନା]

ଗଣେଶ —God Ganeṡa.