Jump to content

ବିଘ୍ନ ବିନାୟକ

ଉଇକିଅଭିଧାନ‌ରୁ

ବିଘ୍ନ ବିନାୟକ

ଉଚ୍ଚାରଣ

[ସମ୍ପାଦନା]

(ବିଘ୍ନ ନାୟକ, ବିଘ୍ନରାଜ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

ଗଣପତି; ଗଣେଶ —God Gaṇaṡa.

[ ଦ୍ର—ହିନ୍ଦୁମାନେ ବିଘ୍ନ ବିନାଶାର୍ଥ ପୂଜା ଆଦିର ପ୍ରଥମେ ଗଣେଶଙ୍କର ପୂଜାକରନ୍ତି]