ବିଙ୍ଗିଟଣ
ବିଡ଼ମ୍ୱଣ; ଅଘଟଣ କଥା — An awkward thing.
(ଯଥା—ମଲା ! ଏକି ବିଙ୍ଗିଟଣ ମଁ ! ଛୁଆଟା ମାଠିଆ ଭିତରେ ବିଲେଇଟାଏ ଭରତି କରୁଛି ?)