Jump to content

ବିଚକିଳ

ଉଇକିଅଭିଧାନ‌ରୁ

ବିଚକିଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ବି+ଚକ୍ ଧାତୁ=ପ୍ରତିଘାତ କରିବା+କରଣ. ଇଳ)

[ସମ୍ପାଦନା]
୧. ଏକ ପ୍ରକାର ମଲ୍ଲିଫୁଲ —୧. A species of jasmine.

[ଉ—ବ୍ୱିଚକି—ହସା— କିରେ କବିସୂର୍ଯ୍ୟ. ସଙ୍ଗୀତ ]

୨. ମଦନ ବୃକ୍ଷ —୨. The Madana tree.