Jump to content

ବିଚକ୍ଷଃ

ଉଇକିଅଭିଧାନ‌ରୁ

ବିଚକ୍ଷଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବି=ବିଗତ, ନାହିଁ+ଚକ୍ଷୁସ୍=ନେଢ଼ ଯାହାର)

[ସମ୍ପାଦନା]
୧. ଚକ୍ଷୁର୍ହୀନ —୧. Bilnd.
୨. ବିଚଳିତମନା; ବିମନା; ବିଷଣ୍ଣ —୨. Dejected.
୩. ଉଦ୍ୱେଗ ଯୁକ୍ତ —୩. Anxious; concerned.
୪. ବିପର୍ଯ୍ୟସ୍ର —୪. Upturned; inverted.