ବିଚକ୍ଷଣ
ଦେଖଣା
ବିଚକ୍ଷଣ
ଉଚ୍ଚାରଣ
[ସମ୍ପାଦନା](ବିଚକ୍ଷଣା——ସ୍ତ୍ରୀ)
[ବିଚକ୍ଷଣତା(ତ୍ୱ)—ବିଶେଷ୍ୟ]
ସଂସ୍କୃତ - ବିଶେଷଣ - ପୁଂ. (ବି=ବିଶିଷ୍ଟ ରୂପେ+ଚକ୍ଷ୍ ଧାତୁ=ସ୍ୱଷ୍ଟ କରି କହିବା+କର୍ତ୍ତୃ. ଅନ; ଯେ ବିବେଚନ ପୂର୍ବକ ସ୍ପଷ୍ଟକରି କହେ)
[ସମ୍ପାଦନା]- ୧. ବିଦ୍ୱାନ; ପଣ୍ତିତ — ୧. Learned.
- ୨. ଜ୍ଞାନୀ —୨. Wise.
- ୩. ସୁବକ୍ତା —୩. Excellent in discoursing.
- ୪. ବୁଦ୍ଧିମାନ୍ —୪. Intelligent.
- ୫. ତୀକ୍ଷଣ ବୁଦ୍ଧିବିଶିଷ୍ଟ —୫. Sharp-witted.
- ୬. ପଟୁ; କାର୍ଯ୍ୟଦକ୍ଷ; କର୍ମକୁଶଳ —୬. Clever; able; skilful.
- ୭. ଅଭିଜ୍ଞ —୭. Experienced.
- ୮. ତୀକ୍ଷଣ (ବୁଦ୍ଧି) —୮. Sharp (intellect).