ବିଚରଣ କରିବା
(ବିଚରିବା—ଅନ୍ୟରୂପ)
ବୁଲିବା —To walk; to roam,
(ଉ—ବିଚରିଥିଲେ ଇନ୍ଦ୍ରଦେବ ସଙ୍ଗେ ଧରି କୃଷ୍ଣସିଂହ. ମହାଭାରତ ସଭା)