ବିଚରା
ଦେଖଣା
ବିଚରା
ଉଚ୍ଚାରଣ
[ସମ୍ପାଦନା](ବିଚରି—ଅନ୍ୟରୂପ)
(ବିଚରୀ, ବିଚାରୀ—ସ୍ତ୍ରୀ)
ଅନୁବାଦ
[ସମ୍ପାଦନା]ବୈଦେଶିକ - ପୁଂ (ଆରବୀ - ବେଚାରା=ଶକ୍ତିଶୂନ୍ୟ; ତୁଳ.ସଂସ୍କୃତ - ବିରାକ ଅନକମ୍ପାର୍ଥକ ପ୍ରୟୋଗ)
[ସମ୍ପାଦନା]- ୧. ଦୀନ ବା ଦୁଃଖୀ ଲୋକଟୀ; ବାପୁଡା —୧. The poor man.
(ଉ:— ଭଗିଆ ବିଚରା ବଡ଼ ସାଦାସିଧ ଲୋକ—ଫକୀରମୋହନ ଛମାଣଆଠଗୁଣ୍ଠ)
- ୨. ଉପର୍ଯୁକ୍ତ ଜୀବ ବା ବ୍ୟକ୍ତି —୨. That poor being.
- ୩. ଅନାଥ, ଅସହାୟ ବ୍ୟକ୍ତିଟି; ଅକ୍ଷମ ବ୍ୟକ୍ତି —୩. The helpless being.
[ ଦ୍ର—ସାଧାରଣତଃ ଏହା ଅନ୍ୟ ଶବ୍ଦର ପରେ ଲାଗେ ଯଥା—କୁଆ ହଗିଦେଇ ଚମ୍ପଟ, ବଗ ବିଚରା ମଲା ]
ଦେଶଜ - ବିଶେଷଣ -
[ସମ୍ପାଦନା]ଉପାୟାନ୍ତରହୀନ; ନିରାଶ୍ରୟ —Resourceless; helpness.