Jump to content

ବିଚଳ

ଉଇକିଅଭିଧାନ‌ରୁ

ବିଚଳ

ଉଚ୍ଚାରଣ

[ସମ୍ପାଦନା]
(ବିଚଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବି+ ଚଲ ଧାତୁ+ କର୍ତ୍ତୃ. ଅ)

[ସମ୍ପାଦନା]
୧. ସ୍ଖଳିତ; ଚ୍ୟୁତ; ଭ୍ରଷ୍ଟ —୧. Slipped; dislocated; moved.
୨. ସନ୍ନାର୍ଗଚ୍ୟୁତ —୨. Fallen form the path of virtue.
୩. ଅସ୍ଥିର; ଚଞ୍ଚଳ — ୩. Restless; fickle.
୪. ଅବ୍ୟବସ୍ଥିତ —୪. Unstable; capricious.
୫. ଥରୁଥିବା; ବିକମ୍ପିତ; ଟଳୁଥିବା —୫. Shaking; quivering; tottering
୬. ଗର୍ବୀ —୬. Concieted; proud; arrogant. (Apte)