ବିଚଳିତ
ଦେଖଣା
ବିଚଳିତ
ଉଚ୍ଚାରଣ
[ସମ୍ପାଦନା](ଅବିଚଳିତ—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ -(ବି+ଚଳ ଧାତୁ+ କର୍ତ୍ତୃ. ତ)
[ସମ୍ପାଦନା]- ୧. ସ୍ଖଳିତ; ଚ୍ୟୁତ; ଭ୍ରଷ୍ଟ —୧. Slipped; dislocated.
- ୨. ସ୍ଥାନ ନ୍ତରିତ —୨. Removed.
- ୩. ସନ୍ନାର୍ଗଚ୍ୟୁତ; ପତିତ —୩. fallen form the path of virtue; depraved
- ୪. ଅସ୍ଥିର; ଚଞ୍ଚଳ —୪. Unstable; restless; fickle; ansteady.
- ୫. ଅବ୍ୟବସ୍ଥିତ ଚିତ୍ତ —୫. Capricious.
- ୬. ବିକମ୍ପିତ —୬. Shanken; trembling.
- ୭. ଚିନ୍ତାଦ୍ୱାରା ଅସ୍ଥିର —୭. Unaesy through anxiety.