Jump to content

ବିଚଳିତ ହେବା

ଉଇକିଅଭିଧାନ‌ରୁ

ବିଚଳିତ ହେବା

ଉଚ୍ଚାରଣ

[ସମ୍ପାଦନା]

(ବିଚଳିତ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ଅସ୍ଥିର ହେବା; (ମନ) ଚଞ୍ଚଳ ହେବା — ୧. To be moved; to be agitated.
୨. (ମନ) ଚଳିବା —୨. (The mind) To be shaken
୩. ଉଦ୍ଗିଗ୍ନ ହେବା — ୩. To be uneasy or anxious.