Jump to content

ବିଚାରକ

ଉଇକିଅଭିଧାନ‌ରୁ

ବିଚାରକ

ଉଚ୍ଚାରଣ

[ସମ୍ପାଦନା]
(ବିଚାରିକା—ସ୍ତ୍ରୀ) 

=== ସଂସ୍କୃତ - ବିଶେଷଣ - ପୁଂ—(ବି+ଚର ଧାତୁ ଣିଚ= ଚାରିଧାତୁ+କର୍ତ୍ତୃ.ଅକ)

ଯେ ବିଚାର କରେ — Deciding; deliberating; considering.

ବିଶେଷ୍ୟ -

[ସମ୍ପାଦନା]
୧. ବିଚାରପତି; ଜଜ; ବିଚାରକର୍ତ୍ତା; ବିବାଦ ମୀମାଂସକ —୧. A judge; adjudicator; the decider of a dispute.
୨. ସମାଲୋଚକ —୨. A critic.
୩. ଯେଉଁ ବ୍ୟକ୍ତି ସମ୍ୟକ୍ ଭାବରେ ବୁଝି ସୁଝି ନିଷ୍ପତ୍ତ କରେ —୩. A good and intelligent thinker.
୪. ପରୀକ୍ଷକ — ୪. Examiner.