ବିଚାରକର୍ତ୍ତା
ଦେଖଣା
ବିଚାରକର୍ତ୍ତା
ଉଚ୍ଚାରଣ
[ସମ୍ପାଦନା](ବିଚାରପତି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ବିଚାରକର୍ତ୍ତା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା](କଚିରିଆ) ମକଦମା ବିଚାର କରୁଥିବା ହାକିମ; ଜଜ୍—A judge. [ଦ୍ରଷ୍ଟବ୍ୟ -ନିମ୍ନ କର୍ମଚାରୀ ବା ପିଆଦାମାନେ ହାକିମଙ୍କ ନିକଟକୁ କୌଣସି ରିପୋର୍ଟ ଲେଖିବା ବେଳେ ତାହାର ଶିରୋନାମାରେ 'ବିଚାରପତି' ବା 'ଧର୍ମ୍ମାବତାର'ଶଦ୍ଦ ଲେଖି ପରେ ବକ୍ତବ୍ୟ ଲେଖନ୍ତି ଏଥିର ଅର୍ଥ' ହେ ନ୍ୟାୟ ବିଚାରକ' ମୋର ନିବେଦନ ହଜରଙ୍କ ଦିତ୍ୟ ଅବଧାନକୁ ଆସୁ' ]