Jump to content

ବିଚାରଣା

ଉଇକିଅଭିଧାନ‌ରୁ

ବିଚାରଣା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ଚର୍ ଧାତୁ ଣିଚ, ଚାରି ଧାତୁ +ଭାବ ଅନ)

[ସମ୍ପାଦନା]
୧. ବିଚାର; ବିବେଚନା —୧. Consideration.

(ଉ.—ଏଥିକି ଉପାୟ ଲୋଡ଼ା ହେଉ ବିଚାରଣା . ରାଧାନାଥ ବାଣହରଣ )

୨. ଅଦାଲତରେ ବିଚାର ବା ମୀମାଂସା —୨. Judicial trial; adjudication.
୩. ଯାର୍ଥାଥ୍ୟ ନିର୍ଣ୍ଣୟ — ୩. Ascertiainment of the truth or actual facts.
୪. ସମାଲୋଚନା —୪. Criticism.
୫. ଯୁକ୍ତି; ତର୍କ —୫. Argument; discussion.
୬. ମୀମାଂସା ଶାସ୍ତ୍ର —୬. One of the systems of Hindu philosophy.
୭. ନ୍ୟାୟ ବିଚାର; ବୁଝା— ମଣା; ସୁବିଚାର —୭. Just dicision.

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

[ସମ୍ପାଦନା]
୧. ମକଦମାରେ ପ୍ରମାଣାଦି ଉପସ୍ଥାପିତ ହେବା ପରେ ପକ୍ଷମାନଙ୍କ ବାଦାନୁବାଦ —୧. Argument in a case.
୨. ମକଦମାର ଶୁଣାଣି — ୨. The hearing of a case.