Jump to content

ବିଚାରାଧୀନ

ଉଇକିଅଭିଧାନ‌ରୁ

ବିଚାରାଧୀନ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (୬ଷ୍ଠୀ ତତ୍)

[ସମ୍ପାଦନା]
୧. ବିଚାର କରା ଯାଉଥିବା; ଯେଉଁ ବିଷୟର ବିଚାର ଚଳୁଥାଏ ଓ ଶେଷ ହୋଇ ନ ଥାଏ —୧. (a matter) Pending trial; under consideration.
୨. ବିଚାର୍ଯ୍ୟ —୨. Being considered.