Jump to content

ବିଚାରିତ

ଉଇକିଅଭିଧାନ‌ରୁ

ବିଚାରିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବି+ଚର୍ ଧାତୁ ଣିଚ୍=ଚାରି ଧାତୁ +କର୍ମ. ତ)

[ସମ୍ପାଦନା]
୧. ଯାହା ବିଚାର କରାଯାଇଥିବା —୧. Judged; tried.
୨. ମୀମାଂସିତ —୨. Decided upon.
୩. ଯାହା ସମ୍ୱନ୍ଧେ ଯୁକ୍ତି ବା ତର୍କ କରାଯାଇ ଥାଏ — ୩. Discussed.
୪. ଅବଧାରିତ; ସଙ୍କଳ୍ପିତ — ୪. Contemplated.

=== ସଂସ୍କୃତ - ବି(+ଭାବ. ତ)

ବିବେଚନ — Consideration; deliberation (Apte).