ବିଚାରିବା
ଦେଖଣା
ବିଚାରିବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ପଦ୍ୟ) (ସଂସ୍କୃତ - ବିଚାର)
[ସମ୍ପାଦନା]- ୧. ମନରେ ଭାବିବା — ୧. To think.
- ୨. ବିବେଚନା କରିବା —୨. To cosider.
(ଉଦାହରଣ—ବିଚାରି ଭରସା ବଢ଼ାଅ ଅପରିମିତ କବିସୂର୍ଯ୍ୟ କିଶୋରୀଚମ୍ପୂ ସଂଗୀତ )
- ୪. ଅନୁସନ୍ଧାନ କରିବା —୨. To investigate.
- ୪. ପରାମର୍ଶ କରିବା —୪. To consult.
- ୫. ଉତ୍ତମ ରୂପେ ବୁଝିବା ବା ବିବେଚନା କରିବା — ୫. To consider well.
(ଉ—ବିଚାର କାର୍ଯ୍ୟ୍ୟ କରୁଥିଲେ, ପ୍ରମାଦ ନ ପଡ଼ିଇ ଭଲେ—ଜଗନ୍ନାଥ ଭାଗବତ )