Jump to content

ବିଚାରୀ

ଉଇକିଅଭିଧାନ‌ରୁ

ବିଚାରୀ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]
(ବିଚାରିଣୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବିଚାର+ ଅଛି ଅର୍ଥରେ ଇନ୍; ୧ମା. ୧ବ)

[ସମ୍ପାଦନା]
୧. ବିଚାରକ; ମୀମାଂସକ —୧. Deciding; trying; judging.
୨. କର୍ତ୍ତବ୍ୟାକର୍ତ୍ତବ୍ୟ ନିର୍ଦ୍ଧାରଣକାରୀ — ୨. Discriminating.
୩. (ବି+ଚର ଧାତୁ+କର୍ତ୍ତୃ ଇନ୍; ୧ମା. ୧ବ)ବିଚରଣକାରୀ —୩. Roaming.
୪. ଦୁଷ୍ଟ; ନଷ୍ଟଚରିତ୍ର —୪. Wanton; dissolute (Apte).

ବୈଦେଶିକ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ବିଚାରାର ସ୍ତ୍ରୀ ଲିଙ୍ଗ —Feminine of Bichārā.