ବିଚାର ଅଦାଲତ
ଦେଖଣା
ବିଚାର ଅଦାଲତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବିଚାର ଅଦାଲତ
|
=== ଦେଶଜ - ବି—(କଚିରିଆ) (ସଂସ୍କୃତ - ବିଚାର+ଫାରାସୀ - ଅଦାଲତ)
- ୧. ଯେଉଁ ନିମ୍ନ କୋଟ୍ରେ ମକଦ୍ଦମା ପ୍ରଥମେ ବିଚାର ହୁଏ —୧. Original court pf trial; trial court.
- ୨. ବିଚାରାଳୟ — ୨. Court of justice.