Jump to content

ବିଚାର ପ୍ରାର୍ଥକ

ଉଇକିଅଭିଧାନ‌ରୁ

ବିଚାର ପ୍ରାର୍ଥକ

ଉଚ୍ଚାରଣ

[ସମ୍ପାଦନା]

(ବିଚାର ପ୍ରାର୍ଥୀ—ଅନ୍ୟରୂପ)

(ବିଚାର ପ୍ରର୍ଥକା, ବିଚାର ପ୍ରାର୍ଥିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ଯେ ବିବାଦର ବିଚାରପାଇଁ ହାକିମଙ୍କ ନିକଟରେ ଉପସ୍ଥିତ ହୁଏ —Suitor; praying for justice; suing.