Jump to content

ବିଚାର ମୂଢ଼ି

ଉଇକିଅଭିଧାନ‌ରୁ

ବିଚାର ମୂଢ଼ି

ଉଚ୍ଚାରଣ

[ସମ୍ପାଦନା]
ବିଚାର ମୂଢ଼ା—ସ୍ତ୍ରୀ 

[ବିଚାର ମୂଢ଼ତା(ତ୍ୱ)—ବି]

ସଂସ୍କୃତ - ବିଶେଷଣ - ପୁଂ—(୭ମୀ ତତ୍, ବିଚାର ବିଷୟରେ ମୂଢ଼)

[ସମ୍ପାଦନା]

ଭଲ ମନ୍ଦ ବିଚାର କରିବାକୁ ଅକ୍ଷମ; ଅବିବେଚକ —Incapable of forming a sound judgment.