Jump to content

ବିଚାର ସ୍ଥାନ

ଉଇକିଅଭିଧାନ‌ରୁ

ବିଚାର ସ୍ଥାନ

ଉଚ୍ଚାରଣ

[ସମ୍ପାଦନା]

(ବିଚାରସ୍ଥଳ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ସ୍ଥାନରେ କୌଣସି ବିଷୟ ବିଚାର କରାଯାଉ ଥାଏ —୧. Place of trial.
୨. ବିଚାର କରିବାର ବିଷୟ — ୨. Matter for consideration.
୩. ବିଚାର କରିବାର ସୁଯୋଗ ବା ଅବସର —୩. Occasion or opportunity for considering a matter.
୪. ଅଦାଲତ —୪. Tribunal (Apte).