Jump to content

ବିଚିକିତ୍ସା

ଉଇକିଅଭିଧାନ‌ରୁ

ବିଚିକିତ୍ସା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି=ବିବିଧ ପ୍ରକାର+କିତ୍ ଧାତୁ= ସଂଶୟ କରିବା +ସ (ଦ୍ୱିତ)+ଭାବ. ଅ+ଆ)

[ସମ୍ପାଦନା]
୧. ସନ୍ଦେହ — ୧. Doubt; suspicion; vaci;ation.
୨. ଭ୍ରମ —୨. Error; mistake.