ବିଚିଟିବା
ଦେଖଣା
ବିଚିଟିବା
ଉଚ୍ଚାରଣ
[ସମ୍ପାଦନା]ବିଚିଟି ଯିବା, ବିଚିଟି ହେବାଅନ୍ୟରୂପ
ଅନୁବାଦ
[ସମ୍ପାଦନା]ବିଚିଟିବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ବିକଟୀକୃତ ବା ବିସୃତ)
[ସମ୍ପାଦନା]- ୧. ବାତଜରର ଆକ୍ରମଣ ବା ବାତଜରରେ ଫୁଲା କୌଣସି ଭୟାନକ ରୂପ ଧାରଣ କରି ମାରାତ୍ମକ ଅବସ୍ଥାରେ ପରିଣତ ହେବା; (ରୋଗ) ବିକୃତାକାର ଧାରଣ କରିବା —୧. (Said of an attack of moon fever oer anty other disease)To take a fatal turn.
[ଦ୍ରଷ୍ଟବ୍ୟ —ବାତଜରୁଆ ରୋଗୀଙ୍କୁ ସାଧାରଣତଃ ବାତଜର ଆକ୍ରମଣ କରୁଥାଏ ଓ ୨/୩: ଦିନ ପରେ ଛାଡ଼ିଯାଉ ଥାଏ କିନ୍ତୁ କୌଣସି କୌଣସି ସମୟରେ ରୋଗୀକୁ ଥରେ ତାହା ଆକ୍ରମଣ କରକି ଆଉ ଛାଡ଼େ ନାହିଁ ଓ ମାରାତ୍ମାକ ହୋଇ ଉଠେ ଅପରି ଅବସ୍ଥାରେ ରୋଗୀ—ଠାରେ ବାତଜର ବିଚିଟିଲା ବୋଲି କହନ୍ତି ]
- ୨. (ଔଷଧ) ରୋଗୀର ଦେହ ତମାମ ଭୟାନକ ବିଷମୟ ଫଳ ସହିତ ବ୍ୟାପିବା —୨. (Said of any drug.) To be diffused throughtout the system ending in blood poisoning; to spread throughout the system with a fatal effect.