Jump to content

ବିଚିତ୍ତ

ଉଇକିଅଭିଧାନ‌ରୁ

ବିଚିତ୍ତ

ଉଚ୍ଚାରଣ

[ସମ୍ପାଦନା]
(ବିଚିତ୍ତା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ଚିତ୍ତ)

[ସମ୍ପାଦନା]
୧. ବେହୋସ; ଅଚେତ(ହିନ୍ଦୀ - ଶ) —୧. Unconscious.
୨. ଅସ୍ଥିରଚିତ୍ତ —୨. Inattentive; fickle-minded.