ବିଚିତ୍ରାଙ୍ଗ
ଦେଖଣା
ବିଚିତ୍ରାଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବିଚିତ୍ର+ଅଙ୍ଗ. ଯାହାର)
[ସମ୍ପାଦନା]- ୧. ଚିତ୍ରିତ ଅଙ୍ଗବିଶିଷ୍ଟ; ଚିତ୍ରଢାଙ୍ଗ —୧. Having a body painted in various paint.
- ୨. ନାନା— ବର୍ଣ୍ଣ ରଞ୍ଜିତ ଶରୀରବିଶିଷ୍ଟ; ଛାପିଛାପିକିଆ —୨. Having a mottled body.
ବିଶେଷ୍ୟ -
[ସମ୍ପାଦନା]- ୧. ମୟୂର —୧. The peacock.
- ୨. ଚିତାବାଘ; କଲରାପତୁରିଆ ବାଘ — ୨. The leopard; the spotted tiger.