ବିଚିତ୍ରାନନ୍ଦ ଦାସ
ଦେଖଣା
ବିଚିତ୍ରାନନ୍ଦ ଦାସ
ଉଚ୍ଚାରଣ
[ସମ୍ପାଦନା](ନାମ) ଉତ୍କଳର କରଣ ବଂଶୀୟ ସ୍ୱର୍ଗୀୟ ଦେଶ ହିତୈଷୀ —Name of a late. Oriya patriot
[ଦ୍ରଷ୍ଟବ୍ୟ —ଓଡ଼ିଶାରେ ଇଂରେଜମାନଙ୍କ ଅଧିକାର ପରେ ଯେଉଁ କେତେ ଜଣ ଓଡ଼ିଆ ପ୍ରଥମେ ସରକାରୀ ଚାକିରି ପାଇଥିଲେ ସେମାନଙ୍କ ମଧ୍ୟରୁ ଏ ଜଣେ ଓଡ଼ିଆ ଜାତିର ଓ ଭାଷାର ଉନ୍ନତି ଓ ଓଡ଼ିଆଙ୍କ ଜାତୀୟତା ରକ୍ଷା ବିଷୟରେ ଏ ବହୁ ଯତ୍ନ କରିଥିଲେ ଓଡ଼ିଶାରେ ବଙ୍ଗଳା ଭାଷାର ପ୍ରଚଳନ ବିରୋଧରେ ଯେଉଁମାନେ ଚେଷ୍ଟା କରି ସରକାରଙ୍କ ଦ୍ୱାର ଓଡ଼ିଆ ଭାଷାକୁ ସ୍ୱତନ୍ତ୍ର ଭାଷା ରୂପେ ସ୍ୱୀକୃତ କରାଇ ଥିଲେ ସେମାନେଙ୍କ ମଧ୍ୟରୁ ଏ ଜଣେ ଏହାଙ୍କ ଘର ଯାଜପୁର ଅଞ୍ଚଳରେ ଥିଲା ]
ଧ୍ୱନି (ମାନକ ଓଡ଼ିଆ) (file)