Jump to content

ବିଚିତ୍ର ଦେହ

ଉଇକିଅଭିଧାନ‌ରୁ

ବିଚିତ୍ର ଦେହ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବିଚିତ୍ର+ଦେହ)

[ସମ୍ପାଦନା]
୧. ନାନାବର୍ଣ୍ଣ— ରଞ୍ଜିତ ଦେହବିଶିଷ୍ଟ —୧. Having a multicoloured body.
୨. ଛାପଛାପିକିଆ — ୨. Mottled; spotted.

ବିଶେଷ୍ୟ -

[ସମ୍ପାଦନା]

ମେଘ —The cloud.